Breaking PLUSଆଇନ କାନୁନମୁଖ୍ୟ ଖବରରାଜନୀତି

ସ୍ଥଗିତ ରହିଲା ମହାନନ୍ଦୀ ମାମଲାର ଶୁଣାଣି

ମେ ୧୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ପୁଣି ଘୁଞ୍ଚିଲା ମହାନଦୀ ଟ୍ରିବୁନାଲରେ ମାମଲାର ଶୁଣାଣି । ମେ ୧୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଏପ୍ରିଲ ୩୦ରେ ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି । ତେବେ ଟ୍ରିବୁନାଲଙ୍କ ପକ୍ଷରୁ ମାମଲାର ସ୍ଥଗିତ ନେଇ କୌଣସି କାରଣ ଦର୍ଶଯାଇ ନାହିଁ। ଟ୍ରିବୁନାଲ ପୂର୍ବ ଶୁଣାଣି ସମୟରେ ଓଡ଼ିଶା ଏବଂ ଛତିଶଗଡ଼ ସମେତ ଅନ୍ୟ ପକ୍ଷମାନଙ୍କୁ ସାକ୍ଷ୍ୟ ପ୍ରମାଣ ଏବଂ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Show More

Related Articles

Back to top button