ଓଡ଼ିଶାସ୍ୱତନ୍ତ୍ର

ରାସ୍ତା ମଝିରେ ଜଳିଗଲା ଦଶ ଚକିଆ ଟ୍ରକ୍‌,ଡ୍ରାଇଭର ଓ ହେଲପର ଫେରାର୍

ରାସ୍ତା ମଝିରେ ଜଳିଗଲା ଦଶ ଚକିଆ ଟ୍ରକ୍‌ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଭୂତମୁଣ୍ଡାଇ ପୋଲ ନିକଟରେ । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା , ସେ ବିଷୟରେ କୌଣସି ସୂଚନା ମିଳିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଭୋର୍ ସମୟରେ ପାରାଦୀପରୁ ଚଣ୍ଡୀଖୋଲ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ଟିରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ଘଟଣା ପରେ ଏହାର ଡ୍ରାଇଭର ଓ ହେଲପର ଫେରାର୍ ହୋଇଯାଇଛନ୍ତି ।

 

Show More

Related Articles

Back to top button