ଜୀବନଚର୍ଯ୍ୟାଦେଶସେଲିବ୍ରିଟି

ମୁମ୍ଭାଇରେ ଏକ ବିଳାସପୂର୍ଣ୍ଣ ନୂଆ ଫ୍ଲାଟ କିଣିଲେ ଏହି ଚର୍ଚ୍ଚିତ ଯୋଡି

ସବୁ ସେଲିବ୍ରେଟିଙ୍କ ପ୍ରଥମ ପସନ୍ଦ ହେଉଛି ମୁମ୍ଵାଇରେ ଘର କିଣିବା । ବାକି ରହିଲା ଫ୍ଲାଟର ଦାମ୍,ଏକଥା ନକହିବା ଭଲ । ତେବେ ବର୍ତ୍ତମାନ ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ଭାଇରେ ଏକ ବିଳାସପୂର୍ଣ୍ଣ ନୂଆ ଫ୍ଲାଟ କିଣି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି ।

ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇରେ ନିଜର ଏକ ନୂଆ ଫ୍ଲାଟ କିଣିଛନ୍ତି। ପୁଣି ସେମାନେ ବଲିଉଡର କିଙ୍ଗଖାନ୍ ଶାହରୁଖ ଏବଂ ଭାଇଜାନ ଅର୍ଥାତ୍ ସଲମାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି ବୋଲି କୁହାଯାଉଛି ।

Show More

Related Articles

Back to top button