Breaking PLUSଓଡ଼ିଶାମୁଖ୍ୟ ଖବର

କାର୍‌କୁ ଗୁଳି କରି ଲୁଟ୍

ଭୁବନେଶ୍ୱର/କେନ୍ଦୁଝର, 18 ଫେବୃଆରୀ- କାର ଉପରକୁ ଗୁଳି କରି ଲୁଟ୍ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ର ଖିରେଇଟାଙ୍ଗିରୀ ଟୋଲ୍ ଗେଟ୍ ନିକଟରେ । କାର ଉପରକୁ ଗୁଳି ଫୁଟାଇ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ୍ତ । 4ଜଣ ଦୁର୍ବୃତ୍ତ ବାଇକରେ ଆସି ଲୁଟ୍ କରିଛନ୍ତି । କାରଟି କେନ୍ଦୁଝରରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବେଳେ ଲୁଟର ଶିକାର ହୋଇଛି । ଅଭିଯୋଗ ପରେ ପୋଲିସ ତନାଘନା ଚଳାଇଛି ।

Show More

Related Articles

Back to top button