Breaking PLUSଓଡ଼ିଶାମୁଖ୍ୟ ଖବର

ଲୁଟ୍ ଉଦ୍ୟମ ପଣ୍ଡ, 10 ଡକାୟତ ଗିରଫ

ଭୁବନେଶ୍ୱର/କେନ୍ଦୁଛର, 18 ଫେବୃଆରୀ- ଲୁଟ୍ ଉଦ୍ୟମ ପଣ୍ଡ କରିବା ସହ 10 ଜଣ ଡକାୟତଙ୍କୁ ବାନ୍ଧିଛି ପୋଲିସ । ଚମ୍ପୁଆ ପୋଲିସ ହାତରେ ଧରାପଡିଛନ୍ତି ଡକାୟତ ଗ୍ୟାଙ୍ଗର ୧୦ ସଦସ୍ୟ। ଚମ୍ପୁଆ ପାଞ୍ଚ ପୋଖରୀଆ ନିକଟ ଜଙ୍ଗଲରେ ଡକାୟତି ଯୋଜନାବେଳେ, ମାଡ଼ି ବସିଥିଲା ପୋଲିସ୍ । ସେମାନଙ୍କ ଠାରୁ ଗୋଟିଏ ବୋଲେରୋ ଦୁଇଟି ବନ୍ଧୁକ, ଅଫୁଟା ଗୁଳି, କଟୁରୀ, ସହ ଅନ୍ୟାନ୍ୟ ମାରଣାସ୍ତ୍ର ଓ ଲଙ୍କାଗୁଣ୍ଡ ଜବତ୍ ହୋଇଛି । ପୂର୍ବରୁ ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ଥିବା ସୂଚନା ଦେଇଛନ୍ତି ଚମ୍ପୁଆ ଏସଡିପିଓ ।

Show More

Related Articles

Back to top button