Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ବଦଳିପାରେ +୨ ବିଜ୍ଞାନ ପରୀକ୍ଷା ସୂଚୀ

ବିଜ୍ଞାନ ପରୀକ୍ଷା ସୂଚୀରେ ହୋଇପାରେ ସାମାନ୍ୟ ପରିବର୍ତ୍ତନ ।

ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା। ବିଜ୍ଞାନ ପରୀକ୍ଷା ସୂଚୀରେ ହୋଇପାରେ ସାମାନ୍ୟ ପରିବର୍ତ୍ତନ ।ଚଳିତ ବର୍ଷ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ର ଛାତ୍ରୀ + ୨ ପରୀକ୍ଷା ଦେବେ। ୧୧୪୮ଟି କେନ୍ଦ୍ରରେ ହେବ ପରୀକ୍ଷା। ଏପ୍ରିଲ ୨୮ ରୁ ମେ ୨୮ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କିନ୍ତୁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ + ୨ ବିଜ୍ଞାନ ପରୀକ୍ଷା ମେ ୯ ରୁ ଆରମ୍ଭ ହେବାର ଥିଲା। କିନ୍ତୁ ତାହା ପରିବର୍ତ୍ତନ କରିବାକୁ ଗଣ ଶିକ୍ଷା ମନ୍ତ୍ରୀ CHSE କୁ ନିର୍ଦେଶ ଦେଇଛନ୍ତି । ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସିଡ୍ୟୁଲରେ କମ୍ ଦିନର ବ୍ୟବଧାନ ରହିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରୀକ୍ଷାସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ CHSEକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Show More

Related Articles

Back to top button