Breaking PLUSଦେଶମୁଖ୍ୟ ଖବର

ନାଟୋର 32ତମ ସଦସ୍ୟ ଦେଶ ହେଲା ସ୍ୱିଡେନ, ଶୁଭେଚ୍ଛା ଜଣାଇଲେ ବାଇଡେନ

ସ୍ଟାଁକହୋମ- ଶେଷରେ ଉତ୍ତର ଆଟଲାଂଟିକ ସନ୍ଧି ସଂଗଠନ ନାଟୋରେ ସାମିଲ ହୋଇଛି ସ୍ୱିଡେନ । ନାଟୋର ସଚିବ ଜେନେରାଲ ଜୈସ ଷ୍ଟୋଲ୍ଟୋନବର୍ଗ କହିଛନ୍ତି ଯେ, ଏହା ଏକ ଐତିହାସିକ ଦିନ ଅଟେ । ସ୍ୱିଡେନକୁ ଏବେ ନାଟୋରେ ଏକ ଔପଚାରିକ ସ୍ଥାନ ମିଳିବ । ସେ କହିଛନ୍ତି ଯେ, 2ଶହରୁ ଅଧିକ ସମୟ ଯାଏ ଗୋଷ୍ଠୀ ନିରପେକ୍ଷ ରହିବା ପରେ ସ୍ୱିଡେନକୁ ବି ଏବେ ଅନୁଚ୍ଛେଦ 5 ଆଧାରରେ ସୁରକ୍ଷାର ଗ୍ୟାରେଂଟି ମିଳିବ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ୍ସ ହ୍ୟାଣ୍ଡେଲରେ ଘୋଷଣାକୁ ସ୍ୱାଗତ କରି ସ୍ୱୀଡେନକୁ ଶୁଭେଚ୍ଛା ଜଣାଇଛନ୍ତି ।

Show More

Related Articles

Back to top button