Breaking PLUSଦେଶମୁଖ୍ୟ ଖବର

ଦେଶରେ ମହାଶିବରାତ୍ରୀର ଧୁମ, ଗଙ୍ଗା ସମେତ ସମସ୍ତ ନଦୀକୂଳ ଓ ଶିବାଳୟରେ ଭକ୍ତଙ୍କ ଭିଡ

ନୂଆଦିଲ୍ଲୀ- ଦେଶରେ ଆଜି ମହାଶିବରାତ୍ରୀ ପାଇଁ ମହାଆଡମ୍ବରରେ ଚାଲିଛି ପୂଜାର୍ଚ୍ଚନା । ବାରଣାସୀ, ପ୍ରୟାଗରାଜ, ଅଯୋଧ୍ୟାଧାମ, ଚିତ୍ରକୂଟ, ଉଜ୍ଜୟିନୀ, ହରିଦ୍ୱାର, ଋଷିକେଶ, ନାସିକ, ମଂଡି ସମେତ ସମସ୍ତ ଦେବାଳୟ ଓ ଶିବଳାୟରେ ଆସ୍ଥାର ଭିଡ ଜମିଛି । ଗଙ୍ଗା ଓ ଅନ୍ୟ ନଦୀକୂଳରେ ପୁରୁଷ, ମହିଳା, ବୃଦ୍ଧ, ଛୁଆ ପବିତ୍ର ସ୍ନାନ କରି ଭୋଳାବାବାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ପୂରା କାଶୀ ବାବା ବିଶ୍ୱନାଥଙ୍କ ରଙ୍ଗରେ ରଙ୍ଗିଛି । ଆନନ୍ଦ ଉଲ୍ଲାସରେ ଝୁମୁଛି ପୂରା ବାରଣାସୀ । ସ୍ନାନ-ଧ୍ୟାନ ପୂଜାର୍ଚ୍ଚନା କରାଯାଇଛି ।

Show More

Related Articles

Back to top button