Breaking PLUSଦେଶମୁଖ୍ୟ ଖବର

ଆଜି ବାୟୁସେନା ଷ୍ଟେସନ ହିଂଡନ ଗସ୍ତ କରିବେ ରାଷ୍ଟ୍ରପତି, ସ୍କ୍ୱାଡ୍ରନଙ୍କୁ ପ୍ରଦାନ କରିବେ ପ୍ରେସିଡେଣ୍ଟସ ଷ୍ଟାଣ୍ଡାର୍ଡ ଓ କଲର୍ସ

ନୂଆଦିଲ୍ଲୀ- ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ଭାରତୀୟ ବାୟୁସେନାର ଚାରୋଟି ୟୁନିଟକୁ ପ୍ରେସିଡେଣ୍ଟସ ଷ୍ଟାଣ୍ଡାର୍ଡ ଓ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରିବେ ।
ରାଷ୍ଟ୍ରପତି ଭବନର ମୁଖପାତ୍ରଙ୍କ ଅନୁସାରେ, ରାଷ୍ଟ୍ରପତି ମୁର୍ମୁ ବାୟୁସେନା ଷ୍ଟେସନ ହିଂଡନ ଗସ୍ତ କରିବେ । ରାଷ୍ଟ୍ରପତି ସେଠାରେ 45 ସ୍କ୍ୱାଡ୍ରନ ଓ 22 ସ୍କ୍ୱାଡ୍ରନକୁ ପ୍ରେସିଡେଣ୍ଟ ଷ୍ଟାଣ୍ଡାର୍ଡ ଓ 11 ବେସ୍ ମରାମତି ଡିପୋ ଓ 509 ସିଗନାଲ ୟୁନିଟକୁ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରିବେ ।

Show More

Related Articles

Back to top button