Breaking PLUSଦେଶମୁଖ୍ୟ ଖବର

ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଶହେ ଟଙ୍କା ଶସ୍ତା

ନୂଆଦିଲ୍ଲୀ- ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଶହେ ଟଙ୍କା ହ୍ରାସ କରିଛନ୍ତି । ଏହି ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ 14.2 କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡର ପିଛା 903ଟଙ୍କାରୁ ହ୍ରାସ ପାଇ 803 ଟଙ୍କା ହୋଇଛି । ଭୋପାଳରେ ଏବେ 808.50ଟଙ୍କା, ଜୟପୁରରେ 806.50ଟଙ୍କା ଓ ପାଟଣାରେ 901 ଟଙ୍କା ହୋଇଛି ।

Show More

Related Articles

Back to top button