Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କଂଗ୍ରେସ ଭବନରେ ହଟ୍ଟଗୋଳ

ଭୁବନେଶ୍ୱର: ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ହଟ୍ଟଗୋଳ ହୋଇଛି। ଫଳରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ମାନେ ତାଲା ପକାଇ ପିସିସି ସଭାପତିଙ୍କ ନାଁରେ ନାରାବାଜି କରିଛନ୍ତି। ଛେଣ୍ଡିପଦା, ଆଠମଲ୍ଲିକ ଓ ପିପିଲି ଅଞ୍ଚଳର ଶହ ଶହ ଅସନ୍ତୁଷ୍ଟ କର୍ମୀ କଂଗ୍ରେସ ଭବନ ବାହାରେ ତାଲା ପକାଇ ନାରାବାଜି କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button