Breaking PLUSଦେଶମୁଖ୍ୟ ଖବର

ଉତ୍ତରକାଶୀ ସିଲକ୍ୟାରେ ସୁଡଙ୍ଗ ଦୁର୍ଘଟଣା, ଶ୍ରମିକଙ୍କୁ ବାହାର କରିବା ପାଇଁ ନିଆଯିବ ରୋବର୍ଟର ସହାୟତା

ଉତ୍ତରକାଶୀ, 19 ନଭେମ୍ବର – ଉତ୍ତରାଖଣ୍ଡ ଜିଲ୍ଲାର ଉତ୍ତରକାଶୀର ସିଲକ୍ୟାରାରେ ନିର୍ମାଣଧୀନ ଟନେଲରେ ଫସିରହିଥିବା ଶ୍ରମିକଙ୍କ ବାହାର କରିବା ପାଇଁ ଏବେ ନିଆଯିବ ରୋବର୍ଟର ସହାୟତା । ବିପର୍ଯ୍ୟୟ ସଚିବ ଡକ୍ଟର ରଞ୍ଜିତ କୁମାର ସିହ୍ନା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରେସକ୍ୟୁ ଅପରେସନରେ ଏବେ ରୋବର୍ଟର ସହାୟତା ନିଆଯିବ । ଆଜି ରେସକ୍ୟୁ ଅପରେସନର ଅଷ୍ଟମ ଦିନ । ସୁଡଙ୍ଗରେ ମେସିନର ବ୍ୟବହାର ପାଇଁ ସମସ୍ୟା ବଢୁଛି । ଲଗାତର ଭାବେ ମାଟି ଖସୁଛି । ଫଳରେ ରେସକ୍ୟୁ ଅପରେସନରେ ବାଧା ଉପୁଜୁଥିବା କହିଛନ୍ତି ଡକ୍ଟର ସିହ୍ନା ।

Show More

Related Articles

Back to top button