ଦେଶସ୍ୱାସ୍ଥ୍ୟ

ଆରପାରିରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

ଆରପାରିରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ । ଜିମରେ ଓ୍ବାର୍କଆଉଟ କରୁଥିବା ବେଳେ ହୃଦଘାତରେ  ଟେଲିଭିଜନ ଦୁନିଆର ବେଶ ଜଣାଶୁଣା ଅଭିନେତା ସିଦ୍ଧାନ୍ତଙ୍କ ମୃତ୍ୟୁ । ସିଦ୍ଧାନ୍ତଙ୍କୁ ତାଙ୍କ ଜିମ୍‌ ଟ୍ରେନର ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କୁସୁମ, ବାରିସ ଆଦି ଶୋରେ ଅଭିନେତା ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିଥିଲା ।

 

Show More

Related Articles

Back to top button