ଜୀବନଚର୍ଯ୍ୟାସ୍ୱତନ୍ତ୍ର

ନବଜାତ କନ୍ୟାକୁ କୋଳରେ ଧରି ଭାବପ୍ରବଣ ହେଲେ ରଣବୀର

ନିକଟରେ ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏହାପରେ ରଣବୀର ଏବଂ ଆଲିଆ ଉଭୟ ବେଶ୍ ଖୁସି ରହିଛନ୍ତି । ତେବେ ନଭେମ୍ବର ୬ରେ ଆଲିଆ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଘରକୁ ଫେରିଥିଲେ ।

ଏଠାରେ କପୁର ଏବଂ ଭଟ୍ଟ ପରିବାର ଏକତ୍ର ଛୋଟ ରାଜକୁମାରୀଙ୍କୁ ସ୍ବାଗତ କରିଥିଲେ ଏବଂ ସମସ୍ତେ ବହୁତ ଖୁସି ଥିଲେ। ଝିଅ ଜନ୍ମରେ ସମଗ୍ର ପରିବାର ଅତ୍ୟନ୍ତ ଆନନ୍ଦିତ ଥିଲେ, କିନ୍ତୁ ରଣବୀର ନିଜ ଶିଶୁ କନ୍ୟାକୁ ଦେଖିବା ପରେ ଭାବପ୍ରବଣ କରିଥିଲେ। କିନ୍ତୁ ପିତା ରଣବୀର ପ୍ରଥମ ଥର ପାଇଁ ତାଙ୍କ ରାଜକୁମାରୀଙ୍କୁ ନିଜ କୋଳରେ ଧରିବା ମାତ୍ରେ ଖୁସିରେ କାନ୍ଦିଥିଲେ। ତାଙ୍କ ଆଖିରୁ ଲୁହ ଥମି ନ ଥିଲା। ରଣବୀର କାନ୍ଦୁଥିବା ଦେଖି ସମସ୍ତେ ଆଖିରେ ଲୁହ ଆସିଯାଇଥିଲା ।

 

Show More

Related Articles

Back to top button