Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି

ପୁରୀ- ଆଜି ବୈଶାଖ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏହାଛଡା ଅନବସର ପିଣ୍ଡିରେ ଶ୍ରୀଜିଉଙ୍କର ଆଗାମୀ ଅନବସର ନୀତି ପାଇଁ ପ୍ରସ୍ତୁତି କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ମହାପ୍ରଭୂଙ୍କର ଦର୍ଶନ ବନ୍ଦ ରହିବ। ଏହି ସମୟରେ କୌଣସି ଭକ୍ତଙ୍କୁ ଭିତରକୁ ଛଡାଯିବନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button