Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୁଟାନରେ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି, ପାରୋ ଏୟାରପୋର୍ଟରେ ଜୋରଦାର ସ୍ୱାଗତ

ଥିମ୍ଫୁ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନକୁ ଦୁଇଦିବସୀୟ ରାଜକୀୟ ଯାତ୍ରାରେ ଆଜି ସେଠାରେ ପହଂଚିଛନ୍ତି । ପାରୋ ଏୟାରପୋର୍ଟରେ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂଗ ଟୋବଗେ ନିଜର ଭାରତୀୟ ସମକକ୍ଷ ନରେନ୍ଦ୍ର ମୋଦିଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ 22-23 ଯାଏ ଭୁଟାନରେ ରହିବେ ।ଏହା ପୂର୍ବରୁ ପାରୋ ଏୟାରପୋର୍ଟରେ ଖରାପ ପାଗ କାରଣରୁ ପିଏମ ମୋଦିଙ୍କ ଭୁଟାନ ଗସ୍ତ ମାର୍ଚ୍ଚ 21ରେ ସ୍ଥଗିତ ରଖାଯାଇଥିଲା ।

Show More

Related Articles

Back to top button