Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଭାରତ ସହାୟତାରେ ନେପାଳରେ 4ଶହ ବର୍ଷର ପୁରୁଣା ବୌଦ୍ଧ ଗୁମ୍ଫାର ପୁନର୍ନିମାଣ ଆରମ୍ଭ

କାଠମାଣ୍ଡୁ-ସିନ୍ଧୁପାଲଚୋକ ଜିଲ୍ଲାରେ ନେପାଳ-ଚୀନ ସୀମନ୍ତରେ ଥିବା 4ଶହ ବର୍ଷ ପୁରୁଣା ଜୀର୍ଣ୍ଣଶୀର୍ଣ୍ଣ ବୌଦ୍ଧ ଗୁମ୍ଫାର ପୁନର୍ନିମାଣ ପାଇଁ ଭାରତ ସରକାର 10 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । 2015ରେ ଆସିଥିବା ଭୂକମ୍ପରେ ଏହା ଧ୍ୱସ୍ତ ହୋଇଯାଇଥିଲା । ଗୁରୁବାର କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଶିଳାନ୍ୟାସ କରାଯାଇଛି ।

Show More

Related Articles

Back to top button