Breaking PLUSଦେଶମୁଖ୍ୟ ଖବର

କେଜରିୱାଲଙ୍କୁ ରାଉଜ ଏଭିନ୍ୟୁ କୋର୍ଟରେ କରାଯିବ ହାଜର

ନୂଆଦିଲ୍ଲୀ-ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଘୋଟାଲା ମାମଲାରେ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଯିବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜରିୱାଲଙ୍କୁ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିପାରେ ।
ଗତକାଲି ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜରିୱାଲଙ୍କୁ ଗିରଫଦାରିରୁ ଆଶ୍ୱସ୍ତି ନମିଳିବା ପରେ ଇଡି ବିଳମ୍ବିତ ରାତିରେ ତାଙ୍କୁ ପଚରାଉଚରା ପରେ ଗିରଫ କରିଥିଲା ।

Show More

Related Articles

Back to top button