ଓଡ଼ିଶା

ଭୁଟାନ ରାଜଧାନୀ ଥିମ୍ପୁରେ ମାତୃ ଓ ଶିଶୁ ହସ୍ପିଟାଲରେ ଉଦଘାଟନ କରିବେ ପିଏମ ମୋଦି

ନୂଆଦିଲ୍ଲୀ-ଦୁଇଦିବସୀୟ ଭୁଟାନ ଗସ୍ତରେ ପାରୋରେ ପହଂଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡୋଶୀ ଦେଶର ରାଜଧାନୀ ଥିମ୍ପୁରେ ଗ୍ୟାଲତ୍ସୁଏନ ଜେଟସନ ପେମା ମାତୃ ଓ ଶିଶୁ ହସ୍ପିଟାଲର ଉଦଘାଟନ କରିବେ । ଭାରତ ସରକାରଙ୍କ ସହାୟତାରେ ନିର୍ମିତ ଏହା ଅତ୍ୟାଧୁନି ହସ୍ପିଟାଲ ଅଟେ । ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ 22-23 ଦୁଇଦିନ ଭୁଟାନରେ ରହିବେ ।
ଏହି ଯାତ୍ରା ଭାରତ ଓ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଦାନ-ପ୍ରଦାନର ପରମ୍ପରା ଓ ସରକାରଙ୍କ ପଡୋଶୀ ପ୍ରଥମ ନୀତିର ଅନୁରୂପ ଅଟେ ।

Show More

Related Articles

Back to top button