Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶରେ ଆଜି ଆରମ୍ଭ ହେବ ପିଏମ ଶ୍ରୀ ପର୍ଯ୍ୟଟନ ବାୟୁସେବା ଓ ପିଏମ ଶ୍ରୀ ଧାର୍ମିକ ପର୍ଯ୍ୟଟନ ହେଲି ସେବା

ଭୋପାଳ-ମଧ୍ୟପ୍ରଦେଶର ପର୍ଯ୍ୟଟନ ଗନ୍ତବ୍ୟ ପର୍ଯ୍ୟନ୍ତ ଯାତାୟତକୁ ସୁଗମ କରିବା ଓ ଦୂର ଯାତ୍ରା ଯାଏ ପର୍ଯ୍ୟଟନର ଲାଭ ପହଂଚାଇବା ପାଇଁ ପିଏମଶ୍ରୀ ପର୍ଯ୍ୟଟନ ବାୟୁସେବା ଓ ପିଏମ ଶ୍ରୀ ଧାର୍ମିକ ପର୍ଯ୍ୟଟନ ହେଲି ସେବାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆଜି ଦ୍ୱିପ୍ରହର 12.30ଟା ବେଳେ ଭୋପାଳର ରାଜାଭୋଜ ବିମାନତଳ ଉପରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ସେବାର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ସଂସ୍କୃତି ଓ ଧାର୍ମିକ ନ୍ୟାସ ଏବଂ ଧର୍ମସ୍ୱ ରାଜ୍ୟମନ୍ତ୍ରୀ ଧର୍ମେନ୍ଦ୍ର ଲୋଧିଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ।

Show More

Related Articles

Back to top button