Breaking PLUSଦେଶମୁଖ୍ୟ ଖବର

ଆଜି ଦିଲ୍ଲୀ ମେଟ୍ରୋର ଦୁଇଟି ଅତିରିକ୍ତ କରିଡର ପାଇଁ ଶିଳାନ୍ୟାସ କରିବେ ପିଏମ ମୋଦି

ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା 5ଟାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ‘ପିଏମ ସ୍ୱନିଧି ଯୋଜନା’ର ହିତାଧିକାରୀଙ୍କୁ ସମ୍ବୋଧିତ କରିବେ । ସେ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ଦୁଇଟି ଅତିରିକ୍ତ କରିଡର ପାଇଁ ଶିଳାନ୍ୟାସ କରିବେ । ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ଦିଲ୍ଲୀର 5,000 ଷ୍ଟ୍ରିଟ୍ ଭେଣ୍ଡର ସହିତ ଏକ ଲକ୍ଷ ଷ୍ଟ୍ରିଟ୍ ଭେଣ୍ଡରକୁ ଏହି ଯୋଜନା ଅନ୍ତର୍ଗତ ଋଣ ପ୍ରଦାନ କରିବେ ।

Show More

Related Articles

Back to top button