Breaking PLUSଦେଶ ବିଦେଶମୁଖ୍ୟ ଖବର

ଜେଜେ ମାଆଙ୍କ ବିୟୋଗ କାରଣରୁ ଆଇପିଏଲ 2024ରୁ ଓହରିଲେ ହେରି ବ୍ରୁକ

ନୂଆଦିଲ୍ଲୀ- ଇଂଲଣ୍ଡର ବ୍ୟାଟ୍ସମ୍ୟାନ ହେରି ବ୍ରୁକ ଆଇପିଏଲ 2024ରୁ ନିଜର ନାମ ପ୍ରତ୍ୟାହୃତ କରିଛନ୍ତି । ତାଙ୍କ ଜେଜେମାଆଙ୍କର ଫେବୃୟାରୀରେ ବିୟୋଗ ହୋଇଥିବାରୁ ସେ ଏବେ ତାଙ୍କ ପରିବାର ସହ ରହିବାକୁ ଚାହୁଁଛନ୍ତି । ବ୍ରୁକ ବୁଧବାର ଏକ ଔପଚାରିକ ବୟାନରେ କହିଛନ୍ତି, ମୁଁ ଆଗାମୀ ଆଇପିଏଲରେ ନଖେଳିବାର ବହୁ କଠିନ ନିଷ୍ପତ୍ତି ନେଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱାରା ଚୟନ ହୋଇଥିବାରୁ ମୁଁ ବହୁତ ଉତ୍ସାହିତ ଥିଲି । ଏବଂ ସମସ୍ତଙ୍କ ସହ ଯୋଡିହେବାକୁ ମୁଁ ବହୁତ ଆଗ୍ରହୀ ଥିଲି । ତେବେ ବ୍ୟକ୍ତିଗତ କାରଣ ଯୋଗୁ ମୁଁ ଏଥିରୁ ଓହରିବାକୁ ନିଷ୍ପତ୍ତି ନେଇଛି ’।

Show More

Related Articles

Back to top button