Breaking PLUSଦେଶମୁଖ୍ୟ ଖବର

ସିକନ୍ଦରାବାଦସ୍ଥିତ ମହାକାଳୀ ମନ୍ଦିରରେ ପିଏମ ମୋଦିଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ- ସିକନ୍ଦରାବାଦସ୍ଥିତ ଉଜ୍ଜୟନ ମହାକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ଫଟୋ ସେୟାର କରିଛନ୍ତି । ସମସ୍ତ ଭାରତୀୟଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି ପାଇଁ ସିକନ୍ଦରାବାଦ ସ୍ଥିତ ଉଜ୍ଜୟନ ମହାକାଳୀ ଦେବସ୍ଥନମରେ ପୂଜାର୍ଚ୍ଚନା କରିଥିବା ପିଏମ ମୋଦି କହିଛନ୍ତି ।

Show More

Related Articles

Back to top button