Breaking PLUSଦେଶମୁଖ୍ୟ ଖବର

ଢେଙ୍କାନାଳରେ ନାବାଳିକାଙ୍କୁ ବୀଭତ୍ସ ହତ୍ୟା ଘଟଣା, ସିନ୍ ରିକ୍ରିଏସନ କରାଇଲା ପୋଲିସ

ଭୁବନେଶ୍ୱର/ ଢେଙ୍କାନାଳ- ଢ଼େଙ୍କାନାଳ ସଦର ଥାନା ମଙ୍ଗଳପୁର ଅଞ୍ଚଳରେ ନାବାଳିକାଙ୍କୁ ବିଭତ୍ସ ହତ୍ୟା ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ଢେଙ୍କାନାଳ ଏସପି ମାଡକର ସନ୍ଦୀପ ସମ୍ପଦ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ମଜୁରୀ ଗ୍ରାମର 25 ବର୍ଷୀୟ ବିଜୟ କୁମାର ବେହେରା ଓ 23 ବର୍ଷୀୟ କାଳିଆ ଅକା ନାୟକ। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ ସିନ ରିକ୍ରିଏସନ୍ କରାଇଛି ପୋଲିସ । ପ୍ରଥମେ ତଣ୍ଟି ଚିପିବା ପରେ ଘୋଷାଡି ଘୋଷାଡି ପଥରରେ ଛେଚି ହତ୍ୟା ନିର୍ମମ ହତ୍ୟା କରିଛି ଅଭିଯୁକ୍ତ । ଏକତରଫା ପ୍ରେମକୁ ନେଇ ଅଭିଯୁକ୍ତ ନାବାଳିକାକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Show More

Related Articles

Back to top button