Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମା ବିସ୍ଫୋରଣ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଏକାଧିକ ସ୍କୁଲକୁ ବୋମା ବିସ୍ପୋରଣ ଧମକ। ଇ ମେଲରେ ଧମକ ଆସିଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲା ମାନଙ୍କୁ ସ୍କୁଲରୁ ଫେରାଇ ଦେଇଛନ୍ତି। ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ଆସିଛି । ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଭୟଭୀତ ନହେବାକୁ ପୁଲିସ୍ ପରାମର୍ଶ ଦେଇଛି। ଡଗ୍ ସ୍କ୍ଵାଡ୍ ଏବଂ ଦିଲ୍ଲୀ ପୁଲିସ୍ ପକ୍ଷରୁ ସ୍କୁଲ ପରିସରକୁ ଯାଞ୍ଚ କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button