Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 20ରେ ଭିସି ଜରିଆରେ କୱର୍ଧା କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ କରିବେ ପିଏମ ମୋଦି

ରାୟପୁର, 18 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 20ରେ ଛତିଶଗଡର କବିରଧାମ ଜିଲ୍ଲାର ମହରାଜପୁର ସ୍ଥିତ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଭବନକୁ ଭିସି ଜରିଆରେ ଲୋକାର୍ପଣ କରିବେ । କେନ୍ଦ୍ରୀୟ ବିଦ୍ୟାଳୟ ଭବନ ଏବଂ କର୍ମଚାରୀ ଆବାସ ଭବନ ସହିତ ଅନ୍ୟ ନିର୍ମାଣ କାର୍ଯ୍ୟ ପ୍ରାୟ 20.56 କୋଟି ଟଙ୍କାରେ ନିର୍ମାଣ ହୋଇଛି ।
କଲେକ୍ଟର ଜନମେଜୟ ମହୋବେ କେନ୍ଦ୍ରୀୟ ବିଦ୍ୟାଳୟ ଭବନର ଲୋକାର୍ପଣ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ମହୋମେ ଓ ଜିଲ୍ଲା ପଂଚାୟତ ସିଇଓ ସନ୍ଦୀପ ଅଗ୍ରୱାଲ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଭବନର ଅନୁଧ୍ୟାନ କରିଛନ୍ତି ।

Show More

Related Articles

Back to top button