Breaking PLUSଦେଶମୁଖ୍ୟ ଖବର

ସ୍ୱସ୍ତି ମେହୁଲଙ୍କ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 6 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ସ୍ୱସ୍ତି ମେହୁଲଙ୍କ ଭଜନକୁ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ସ୍ୱସ୍ତି ଜୀଙ୍କ ଏହି ଭଜନ ଥରେ ଶୁଣିବା ମାତ୍ରେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ କାନରେ ଗୁଞ୍ଜରିତ ହେଉଛି । ଆଖିକୁ ଲୁହରେ ଓଦା, ମନକୁ ଭାବରେ ଭରି ଦେଉଛି ।

Show More

Related Articles

Back to top button