Breaking PLUSଦେଶମୁଖ୍ୟ ଖବର

ବୈଜୟନ୍ତ ମାଳାଙ୍କୁ ସାକ୍ଷାତ କଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ ସମୟରେ ସୁପ୍ରସିଦ୍ଧ ଫିଲ୍ମ ଅଭିନେତ୍ରୀ ବୈଜୟନ୍ତ ମାଳାଙ୍କୁ ଭେଟିଛନ୍ତି । ଏହି ସୂଚନା ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସେୟାର କରି କହିଛନ୍ତି ଯେ, ସୁପ୍ରସିଦ୍ଧ ଫିଲ୍ମ ଅଭିନେତ୍ରୀ ବୈଜୟନ୍ତ ମାଳାଙ୍କୁ ସାକ୍ଷାତ କରିଛି । ତାଙ୍କୁ ନିକଟରେ ପଦ୍ମ ବିଭୂଷଣ ପାଇଁ ଚୟନ କରାଯାଇଥିଲା, ଏବଂ ସେ ଏହାକୁ ସ୍ୱୀକାର କରିଛନ୍ତି । ଭାରତୀୟ ସିନେମା ଜଗତରେ ଅନୁକରଣୀୟ ଯୋଗଦାନ ପାଇଁ ଆମେ ସମସ୍ତେ ବୈଜୟନ୍ତ ମାଳାଙ୍କ ପ୍ରଶଂସକ ଅଟୁ ।

Show More

Related Articles

Back to top button