Breaking PLUSଦେଶମୁଖ୍ୟ ଖବର

ଆଜି ଉଜ୍ଜୟନୀରେ ପହଂଚିବ ଭାରତ ଯୋଡୋ ନ୍ୟାୟ ଯାତ୍ରା, ବାବା ମହାକାଳଙ୍କ ଦର୍ଶନ କରିବେ ରାହୁଲ ଗାନ୍ଧୀ

ଭୋପାଳ- କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭରତ ଯୋଡୋ ନ୍ୟାୟ ଯାତ୍ରା ଏବେ ମଧ୍ୟପ୍ରଦେଶରେ ଅଛି । ଆଜି ଏହି ଯାତ୍ରା ରାଜଗଡ ଜିଲ୍ଲାରୁ ଆରମ୍ଭ ହୋଇ ଶାଜାପୁର ଜିଲ୍ଲାର ନଗର ଦେଇ ସନ୍ଧ୍ୟାରେ ଉଜ୍ଜୟିନୀରେ ପହଂଚିବ । ଏଠାରେ ରାହୁଲ ଗାନ୍ଧୀ ଭଗବାନ ମହାକାଳଙ୍କ ଦର୍ଶନ କରିବେ । ଯାତ୍ରା ସମୟରେ ରୋଡ ଶୋ ଓ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି ।

Show More

Related Articles

Back to top button