Breaking PLUSଦେଶମୁଖ୍ୟ ଖବର

କାଜିରଙ୍ଗାରେ ହାତୀଙ୍କୁ ଆଖୁ ଖୁଆଇଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାଜିରଙ୍ଗାରେ ହାତୀମାନଙ୍କୁ ଆଖୁ ଖୁଆଇଛନ୍ତି । ଏନେଇ ପିଏମ ମୋଦି ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ପିଏମ କହିଛନ୍ତି ଯେ, ଲକ୍ଷ୍ମାଇ, ପ୍ରଦ୍ୟୁମ୍ନ ଓ ଫୁଲମାଇକୁ ଆଖୁ ଖୁଆଇଲି । କାଜିରଙ୍ଗ ଗଣ୍ଡା ପାଇଁ ବେଶ୍ ପ୍ରସିଦ୍ଧ, କିନ୍ତୁ ସେଠାରେ ଅନ୍ୟାନ୍ୟ ପ୍ରଜାତ ସହ ବହୁ ସଂଖ୍ୟାରେ ହାତୀ ଅଛନ୍ତି ।

Show More

Related Articles

Back to top button