Breaking PLUSଦେଶମୁଖ୍ୟ ଖବର

ମହିଳା ଜଙ୍ଗଲଗାର୍ଡଙ୍କ ସହିତ କଥା ହେଲେ ପିଏମ ମୋଦି

ନୂଆଦିଲ୍ଲୀ- ମହିଳା ଜଙ୍ଗଲ ଗାର୍ଡଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟାର କରି କହିଛନ୍ତି ଯେ, ମହିଳା ଜଙ୍ଗଲ ଗାର୍ଡ-ବନ ଦୁର୍ଗାଙ୍କ ସହିତ ଆଲୋଚନା କଲି । ମହିଳା ଜଙ୍ଗଲ ଗାର୍ଡଙ୍କ ଦଳ ଯେଉଁମାନେ ସଂରକ୍ଷଣ ପ୍ରୟାସର ଅଗ୍ରଭାଗରେ ଅଛନ୍ତି, ସାହସର ସହିତ ଆମର ଜଙ୍ଗଲ ଏବଂ ବନ୍ୟଜନ୍ତୁକୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ସହ କଥା ହେଲି । ଆମର ପ୍ରାକୃତିକ ଐତିହ୍ୟର ସୁରକ୍ଷା ପାଇଁ ସେମାନଙ୍କର ନିଷ୍ଠା ଏବଂ ସାହସ ପ୍ରକୃତରେ ପ୍ରେରଣାଦାୟକ ।

Show More

Related Articles

Back to top button