Breaking PLUS

କଟକ ଟାଙ୍ଗୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ ରୋଗୀ ସହ ୩ ମୃତ

ଟାଙ୍ଗୀ ବନ୍ଦୋଳୋ ଟୋଲ୍ ଗେଟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଏକ କଣ୍ଟେନରକୁ ଧକ୍କା ଦେଇଛି । ସୂଚନା ଅନୁସାରେ ଆମ୍ବୁଲାନ୍ସଟି ରୋଗୀ ନେଇ ପଶ୍ଚିମବଙ୍ଗରୁ ଆସୁଥିଲା ।

ଟାଙ୍ଗୀ ବନ୍ଦୋଳୋ ଟୋଲ୍ ଗେଟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଏକ କଣ୍ଟେନରକୁ ଧକ୍କା ଦେଇଛି । ସୂଚନା ଅନୁସାରେ ଆମ୍ବୁଲାନ୍ସଟି ରୋଗୀ ନେଇ ପଶ୍ଚିମବଙ୍ଗରୁ ଆସୁଥିଲା । ଭୋର୍ ସମୟରେ ଆମ୍ବୁଲାନ୍ସଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା ।

ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ସହ ୨ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ମହିଳା ଗୁରୁତର ଥିବାବେଳେ ସେମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।

For practical reasons, most scientists need to buy their pharmacology supplies online, as they cannot buy them locally. buy viagra online malaysia You cannot buy all designer drugs online, though.

Show More

Related Articles

Back to top button