Breaking PLUS

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୮୧ ଜଣ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ

ଦେଶରେ ଧୀରେ ଧୀରେ କରୋନା ମାମଲାରେ କମିବାରେ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୮୮୧ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି।

ଦେଶରେ ଧୀରେ ଧୀରେ କରୋନା ମାମଲାରେ କମିବାରେ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୮୮୧ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି।

ପ୍ରତିଦିନ କରୋନା ରୋଗୀମାନେ ମଧ୍ୟ ସୁସ୍ଥ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୮୭ ରୋଗୀ ଡିସଚାର୍ଜ ମଧ୍ୟ ହୋଇଛି। ବର୍ତ୍ତମାନ ଭାରତରେ ସଂକ୍ରମିତ ସଂଖ୍ୟା ୧,୦୬,୫୬,୮୪୫ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧,୫୬,୦୧୪। ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୧,୩୭,୩୪୨।

Let’s get started. buy viagra online Chat now on WhatsApp click above.

Show More

Related Articles

Back to top button