Breaking PLUS

ଆସନ୍ତାକାଲି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ଲାଗୁ ହେଲା ୧୪୪ ଧାରା

ଆସନ୍ତାକାଲି ହେବାକୁ ଯାଉଛି କୋଣାର୍କ ଚନ୍ଦ୍ରଭାଗାରେ ମାଘ ସପ୍ତମୀର ବୁଡ଼ । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ଠାରୁ ୧୪୪ ଧାରା ଜାରି କରିଦେଇଛି । ଯାହାଫଳରେ ଚଳିତ ବର୍ଷ ଭକ୍ତମାନେ ଏହି ବୁଡ଼ ପକାଇବାରୁ ବଚିଂତ ହେବେ ।

ଆସନ୍ତାକାଲି ହେବାକୁ ଯାଉଛି କୋଣାର୍କ ଚନ୍ଦ୍ରଭାଗାରେ ମାଘ ସପ୍ତମୀର ବୁଡ଼ । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ଠାରୁ ୧୪୪ ଧାରା ଜାରି କରିଦେଇଛି । ଯାହାଫଳରେ ଚଳିତ ବର୍ଷ ଭକ୍ତମାନେ ଏହି ବୁଡ଼ ପକାଇବାରୁ ବଚିଂତ ହେବେ ।

ଏହି ବୁଡ଼ରେ ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମୋଟ ୫୦୦ ଜଣ ସାମିଲ କରାଯାଇ ଏହି କାର୍ଯ୍ୟ କରାଯିବ । ପରେ ଏହି ପୁଜାର ସମସ୍ତ ରୀତିନୀତି ସରିବା ପରେ ଯେଉଁ ଭକ୍ତ ମାନଙ୍କୁ ଅନୁମତି ମିଳିଥିବ ସେହିମାନେ ହିଁ କେବଳ ବୁଡ଼ ପକାଇପାରିବେ ବୋଲି କୁହାଯାଇଛି । ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏପରି ନିୟମ କରାଯାଇଥିବା କଥା କୁହାଯାଇଛି ।

The symptoms included urinary urgency sudden need to urinate , weak urine stream, and straining to urinate. viagra 100mg A higher score meant that symptoms of BPH were worse.

Show More

Related Articles

Back to top button