Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବରସେଲିବ୍ରିଟି

୮୪ ବର୍ଷ ବୟସରେ ମୃତ୍ୟୁବରଣ କଲେ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମା

ମୁମ୍ବାଇ: ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ସୁପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ପଣ୍ଡିତ ଶିବ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପାଳନ କରିଛନ୍ତି । ସୂଚନାଯୋଗ୍ୟ, ପଣ୍ଡିତ ଶିବକୁମାର ଶର୍ମା ସନ୍ତୁରକୁ ଏକ ନୂଆ ବାଦ୍ୟଯନ୍ତ୍ର ଭାବେ ପରିଚିତ କରାଇଥିଲେ । ସେ ସନ୍ତୁରକୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପ୍ରସିଦ୍ଧ କରାଇଥିଲେ ।

Show More

Related Articles

Back to top button