Breaking PLUSଦେଶମୁଖ୍ୟ ଖବର

7ଟି ରାଜ୍ୟର 17ଟି ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ- ବେଙ୍ଗାଲୁରୁ ଜେଲ କଏଦୀଙ୍କ ରେଡିକ୍ଲାଇଜେସନ ମାମଲାରେ ବିଭିନ୍ନ ସ୍ଥାନରେ ଏନଆଇଏ ପକ୍ଷରୁ ରେଡ୍ କରାଯାଇଛି । ମଙ୍ଗଳବାର ଦେଶର 7ଟି ରାଜ୍ୟରେ ଚଢାଉ ହୋଇଛି । ପ୍ରାୟ 17ଟି ସ୍ଥାନରେ ରେଡ୍ କରି ଛାନଭିନ କରୁଛନ୍ତି ଏନଆଇଏ ଟିମ୍ ।

Show More

Related Articles

Back to top button