Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ତାନରେ ପ୍ରବଳ ବର୍ଷା କାରଣରୁ 39ଜଣଙ୍କ ମୃତ୍ୟୁ,30ରୁ ଅଧିକ ଆହତ

କାବୁଲ- ପ୍ରବଳ ବର୍ଷା ଓ ବରଫପାତ କାରଣରୁ ଆଫଗାନିସ୍ତାନରେ ଭିନ୍ନ ଭିନ୍ନ ସ୍ଥାନରେ ଏବେ ସୁଦ୍ଧା 39ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଆଫଗାନିସ୍ତାନରେ ଏବେ ପ୍ରବଳ ବର୍ଷା ଓ ବରଫପାତ ଲାଗିରହିଛି । ଚାରି ଦିନ ହେବ ଭୀଷଣ ବରଫପାତ ଓ ବରଫ ଝଡ ଲାଗିରହିଛି । ଫଳରେ ଅଂଚଳ ଓ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଭାବେ ଅବରୋଧ ହୋଇଛି । ଏବେ ହୋଇଥିବା ବରଫପାତ ଯୋଗୁ 637ଟି ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

Show More

Related Articles

Back to top button