Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନ୍ୟୁୟର୍କର ଟାଇମ୍ସ ସ୍କୋୟାର ରାମମୟ, ଲହରିଲା କେସରିଆ ଧ୍ୱଜ

ନ୍ୟୁୟର୍କ- ସାରା ଦୁନିଆ ରାମମୟ । ଆମେରିକାରେ ବି ରାମନାମର ଧୁମ ଦେଖିବାକୁ ମିଳିଛି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରକୁ ଭାରତୀୟ ପ୍ରବାସୀମାନେ ଆଲୋକିତ କରିଛନ୍ତି । ଅଯୋଧ୍ୟା ଧାମରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ଉତ୍ସବ ପାଳନ ହେଉଛି । ଟାଇମ୍ସ ସ୍କୋୟାର ନିକଟରେ ଲୋକେ କେସରିଆ ଓ ତ୍ରିରଙ୍ଗା ଧ୍ୱଜା ଉଡାଇ ଖୁସି ମନାଉଛନ୍ତି ।
କାଲିଫର୍ଣ୍ଣିଆ ବି ରାମମୟ ହୋଇଛି । ଭଗବାନ ଶ୍ରୀରାମ ମନ୍ଦିରର ଚିତ୍ର ଥିବା ପତାକା ଉଡାଇ ବିଶାଳ ରାଲି କରାଯାଇଛି । ସ୍ୱେଚ୍ଛାସେବୀ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏହି ରାଲି ଆୟୋଜିତ ହୋଇଛି ।
ଶନିବା ରାତିରେ ଭବ୍ୟ ଟେସଲା କାର ଲାଇଟ୍ ସୋ ଆୟୋଜନ କରାଯାଇଥିଲା । ବିଶାଳ ରାମ ରଥ ସହିତ ବହାରିଥିବା ରାଲି ପ୍ରାୟ 100 ମାଇଲ ଦୂର ଯାଇଥିଲା ।

Show More

Related Articles

Back to top button