Breaking PLUSଦେଶମୁଖ୍ୟ ଖବର

ପ୍ରାଣ ପ୍ରତିଷ୍ଠା ସ୍ଥଳରେ ପହଞ୍ଚିଲେ ଆରଏସଏସ ସରସଂଘଚାଳକ ମୋହନ ଭାଗବତ

ଅଯୋଧ୍ୟା- ଆରଏସଏସର ସରସଂଘଚାଳକ ମୋହନ ଭାଗବତ ପ୍ରାଣ ପ୍ରତିଷ୍ଠା ସ୍ଥଳ ଶ୍ରୀରାମ ଜନ୍ମଭୂମି ପରିସରରେ ପହଞ୍ଚିଛନ୍ତି । ବଲିଉଡ ସୁପରଷ୍ଟାର ଅମିଭାତ ବଚ୍ଚନ, ଅଭିଷେକ ବଚ୍ଚନ, ଜୟା ବଚ୍ଚନ, ପ୍ରସିଦ୍ଧ ଉଦ୍ୟୋଗପତି ଅନିଲ ଅମ୍ବାନୀ, ରାମାୟଣ ସିରିୟଲର ଶ୍ରୀରାମ ଅରୁଣ ଗୋଭିଲଙ୍କ ସମେତ ପ୍ରମୁଖ ବ୍ୟକ୍ତି ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଶ୍ରୀରାମ ଜନ୍ମଭୂମି ପରିସରରେ ପହଞ୍ଚିଛନ୍ତି ।

Show More

Related Articles

Back to top button