Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀରେ କରୋନା କଟକଣା କଡାକଡି, ୧୨ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୁଳକ

ପୁରୀରେ କଡାକଡି ହେଲା ନିୟମ । ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ୧୨ ରାଜ୍ୟର ପର୍ଯ୍ୟଟକଙ୍କ ଆର୍ଟିଫିସିଆଲ ନେଗେଟିଭ ରିପୋର୍ଟ ବାଧ୍ୟତାମୁଳକ କରାଯାଇଛି

ପୁରୀରେ କଡାକଡି ହେଲା ନିୟମ । ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ୧୨ ରାଜ୍ୟର ପର୍ଯ୍ୟଟକଙ୍କ ଆର୍ଟିଫିସିଆଲ ନେଗେଟିଭ ରିପୋର୍ଟ ବାଧ୍ୟତାମୁଳକ କରାଯାଇଛି । ୭୨ ଘଣ୍ଟା ପୁର୍ବର ଆର୍ଟିଫିସିଆଲ ନେଗେଟିଭ ରିପୋର୍ଟ ଦେଲେ ପର୍ଯ୍ୟଟକ ମାନଙ୍କୁ ପୁରୀକୁ ପ୍ରବେଶ ପାଇଁ ଅନୁମତି ମିଳିବ । ମହାରାଷ୍ଟ୍ର, ପଞ୍ଜାବ, ଛତିଶିଗଡ, କେରଳ ଗୁଜୁରାଟ ପ୍ରମୁଖ ରାଜ୍ୟର ପର୍ଯ୍ୟଟକ ମାନେ କୋରନା ନେଗେଟିଭ ରିପୋର୍ଟ ନଆଣିଲେ ୭ ଦିନର ହୋମ ଆଇସୋଲେସନରେ ରହିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

ପୁରୀ ରେଳ ଷ୍ଟେସନରେ ମଧ୍ୟ କୋରନା ନିୟମ ଟେଷ୍ଟିଂକୁ କଡାକଡି କରାଯାଇଛି । ତେବେ ପୁରୀ ରେ ଆଜି ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓ କୋଭିଡ ସ୍ଥିତି ନିରୀକ୍ଷଣ କରିବା ପରେ ଜିଲ୍ଲାପାଳଙ୍କ ତରଫରୁ ଏହି ନିଷ୍ପତି ନିଆଯାଇଛି ।

Show More

Related Articles

Back to top button