ଓଡ଼ିଶା

ନନ୍ଦନକାନନ ନିୟମରେ ପୁଣି ପରିବର୍ତ୍ତନ

ପୂର୍ବଭଳି ସୋମବାର ସାପ୍ତାହିକ ଛୁଟି

କୋଭିଡ୍ କଟକଣା କୋହଳ ହେଲା ପରେ ନନ୍ଦନକାନନ ନିୟମ ପୁଣି ହେଲା ପରିବର୍ତ୍ତନ । ଚଳିତ ମାସରୁ ନନ୍ଦନକାନନ ପୂର୍ବ ଭଳି ସୋମବାର ଦିନ ସାପ୍ତାହିକ ଛୁଟି ରହିବ । କୋଭିଡ୍ କଟକଣା କାରଣରୁ ଅଗଷ୍ଟ ମାସ ସାରା ସୋମବାର ଛୁଟି ଦିବସକୁ ବାତିଲ୍ କରି ଦିଆଯାଇଥିଲା ।

କଟକଣା ଉଠିବା ପରେ, ପୁନର୍ବାର ସୋମବାରକୁ ଛୁଟି ଦିବସ ପାଳନ କରାଯିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

Show More

Related Articles

Back to top button