ଓଡ଼ିଶାମୁଖ୍ୟ ଖବର

ନନ୍ଦନକାନନରେ ପୁଣି ଆରମ୍ଭ ହେବ ଜଙ୍ଗଲ ସଫାରୀ

ପାର୍ବଣ ଋତୁ ଆରମ୍ଭକୁ ଦୃଷ୍ଟିରେ ରଖି ନନ୍ଦନକାନନ ପର୍ଯ୍ୟଟକଙ୍କୁ ଦେଲା ନୂଆ ଭେଟି।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦେଢ଼ ବର୍ଷ ପରେ ସୋମବାରଠୁ ଚାଲିବ ବସ ଜଙ୍ଗଲ ସଫରୀ।

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଚାଲିବ ସଫାରୀ ବସ। ପର୍ଯ୍ୟଟକମାନେ ନନ୍ଦନକାନନର ପଛପଟ ୯ ନମ୍ବର ଗେଟ ସଫାରୀ ବସ ଷ୍ଟାଣ୍ଡ ଠାରେ ଟିକେଟ କାଟି ୪ ଟି ସଫାରୀର ମଜା ନେଇପାରିବେ। ପ୍ରଥମେ ୩୪ଟି ସିଟ ବିଶିଷ୍ଟ ୨ଟି ସଫାରୀ ବସକୁ ଚାଲୁ କରାଯିବ। ପ୍ରତି ପଯ୍ୟଟକଙ୍କ ପାଇଁ ୬୦ଟଙ୍କା ସଫାରୀ ଟିକେଟ ଧାର୍ଯ୍ୟ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉପ ନିର୍ଦେଶକ ଡକ୍ତର ସଂଜୀବ କୁମାର।

Show More

Related Articles

Back to top button