Breaking PLUSଦେଶମୁଖ୍ୟ ଖବର

କାଲି ସରସଂଘଚାଳକ ମୋହନ ଭାଗବତଙ୍କ ନର୍ମଦାପୁରମ ଗସ୍ତ

ନର୍ମଦାପୁରମ- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଏବେ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି । ଦିନକ ପୂର୍ବରୁ ରବିବାର ସେ ଅମରକଂଟକ ଗସ୍ତରେ ଥିଲେ । ଏବେ ପୁଣି ଦୁଇଦିବସୀୟ ନର୍ମଦାଂଚଳ ଗସ୍ତ କରିବେ । ସେ ମଙ୍ଗଳବାର ଏପ୍ରିଲ 2 ତାରିଖରେ ବନଖେଡିର ଗୋପିନ୍ଦନଗର ଆସୁଛନ୍ତି । ସେଠାରେ ସେ ଭାଓସାହେବ ଭୁସ୍କୁଟେ ନ୍ୟାସରେ ସଂଘ କାର୍ଯ୍ୟକର୍ତ୍ତାଙ୍କ ବୈଠକ କରିବେ ଏବଂ ନ୍ୟାସ ଦ୍ୱାରା ପରିବେଶ, ଗ୍ରାମ ବିକାଶ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ଦେଖିବେ ।

Show More

Related Articles

Back to top button