Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆଜି କୋର୍ଟରେ ହାଜର ହେବେ କେଜରିୱାଲ

ନୂଆଦିଲ୍ଲୀ- ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଜି ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଯିବ । କେଜରିୱାଲଙ୍କୁ ସ୍ପେଶାଲ ଜଜ କାଭେରୀ ବାୱେଜାଙ୍କୁ କୋର୍ଟରେ ହାଜର କରାଯିବ । ଏଠାରେ ସୂଚନାଯୋଗ୍ୟ, ମାର୍ଚ୍ଚ 28ରେ କୋର୍ଟ କେଜରିୱାଲଙ୍କୁ ଆଜି ଯାଏ ଇଡି ହେପାଜତକୁ ପଠାଇଦେଇଥିଲେ ।

Show More

Related Articles

Back to top button