Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୂକମ୍ପରେ ଦୋହଲିଲା ଆଫଗାନିସ୍ତାନ

କାବୁଲ- ଆଫଗାନିସ୍ତାନରେ ଆଜି ସକାଳ 5.44 ମିନିଟ ସମୟରେ ରିକ୍ଟର ସ୍କେଲରେ 4.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଏଠାରେ ଉଲ୍ଲେଖନୀୟ ଆଫଗାନିସ୍ତାନ ଏକ ଭୂକମ୍ପ ପ୍ରବଣ ଅଂଚଳ । ଆଫଗାନିସ୍ତାନରେ ଗତବର୍ଷ ଅକ୍ଟୋବରରେ ଭୟାବହ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ଥିଲା ।

Show More

Related Articles

Back to top button