Breaking PLUSଦେଶମୁଖ୍ୟ ଖବର

ଆଜି ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହେବେ କେଜରିୱାଲ

ନୂଆଦିଲ୍ଲୀ-ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଘୋଟାଲା ମାମଲାରେ ମାର୍ଚ୍ଚ 21ରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଜି ରାଉଜ ଏଭିନ୍ୟୁ କୋର୍ଟ ପରିସରରେ ସ୍ୱତନ୍ତ୍ର ବିଚାରପତି କାଭେରୀ ବାୱେଜାଙ୍କ କୋର୍ଟରେ ହାଜର କରିବ ଇଡି । ମାର୍ଚ୍ଚ 23ରେ କୋର୍ଟ କେଜରିୱାଲଙ୍କୁ ଗୁରୁବାର ଯାଏ ଇଡି ହେପାଜତକୁ ପଠାଇଦେଇଥିଲା । ଆଜି କେଜରିୱାଲଙ୍କ ଇଡି ହେପାଜତ ଆଜି ଶେଷ ହେଉଛି ।

Show More

Related Articles

Back to top button