Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ହାଇକୋର୍ଟରେ ମହୁଆ ମିତ୍ରଙ୍କ ମାନହାନି ମକଦ୍ଦମା ଉପରେ ଡିସେମ୍ବର 11ରେ ଶୁଣାଣି

ନୂଆଦିଲ୍ଲୀ, 5, ଡିସେମ୍ବର – ଦିଲ୍ଲୀ ହାଇକୋର୍ଟ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମିତ୍ରଙ୍କ ପକ୍ଷରୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଓକିଲ ଅନନ୍ତ ଦେହଦ୍ରାଇଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାନହାନି ପିଟିସନ ଉପରେ ଶୁଣାଣି ସ୍ଥିଗତ ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 11ରେ ହେବ ।
ଆଜି ଶୁଣାଣି ସମୟରେ ମିଡିଆ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଗତ ଶୁଣାଣି ସମୟରେ ମହୁଆ ମିତ୍ରଙ୍କ ଓକିଲ ମୌଖିକ ଭାବେ କହିଥିଲେ ଯେ, ସେ ମିଡିଆ ସଂଗଠନ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ନାମକୁ ଦଳ ତାଲିକାରୁ ହଟାଇବାକୁ ଚାହୁଁଛନ୍ତି, କିନ୍ତୁ ଏନେଇ କୌଣସି ଆବେଦନ ଦାଖଲ କରାଯାଇନାହିଁ। ଏ ସଂପର୍କରେ ଦାଖଲ କରାଯାଇଛି।

Show More

Related Articles

Back to top button