Breaking PLUSଓଡ଼ିଶାମୁଖ୍ୟ ଖବର

ସେମିଳିଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୨ ଡ଼ିଗ୍ରୀ

ଭୁବନେଶ୍ଵର- ଗତ ୨୪ ଘଂଟା ମଧ୍ୟରେ ସେମିଳିଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୨ ଡ଼ିଗ୍ରୀ ରେକର୍ଡ ହୋଇଛି। ସେହିପରି କୋରାପୁଟରେ ୧୨.୮ ଡ଼ିଗ୍ରୀ, ଦାରିଙ୍ଗବାଡ଼ିରେ ୧୩ ଡ଼ିଗ୍ରୀ, ଜି.ଉଦୟଗିରିରେ ୧୩.୨ ଡ଼ିଗ୍ରୀ, ଫୁଲବାଣୀରେ୧୫.୧ ଡ଼ିଗ୍ରୀ, ନବରଙ୍ଗପୁରରେ ୧୫.୪ ଡ଼ିଗ୍ରୀ, କିରେଇରେ ୧୫.୫ ଡ଼ିଗ୍ରୀ, କେନ୍ଦୁଝରରେ ୧୬.୮ ଡ଼ିଗ୍ରୀ ଏବଂ ଅନୁଗୁଳରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୬.୮ ଡ଼ିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button