ରାଶିଫଳ

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନଟି

ରାଶିଫଳ-

ମେଷ: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ନିଜକୁ ଠିକ୍ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରିୟତମଙ୍କ ସହିତ ଭ୍ରମଣ ସୁଖଦ ରହିବ।

ବୃଷ: ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। କ୍ଷମତାରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ।

ମିଥୁନ: ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରିନିଅନ୍ତୁ। ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ। ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହେବ।

କର୍କଟ: ଅଫିସରେ ଆପଣଙ୍କୁ ଅଶାନ୍ତି ଅନୁଭବ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ସମୟ ଦେବେ।

ସି˚ହ: ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସାକ୍ଷାତ୍‌ ହେବ।

କନ୍ୟା: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠଙ୍କ ସାହାଯ୍ୟ ନେବେ। ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ।

 

SUNSIGN

ତୁଳା: ଧାର୍ମିକ ଭାବନାରେ ଅଧିକ ସମୟ ବିତିବ। ଚାକିରି ବୃତ୍ତିରେ କିଛି ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

ବିଛା: ମୁଣ୍ଡରେ ନୂଆ ନୂଆ ଚିନ୍ତା ଘୂରିବୁଲିବ। ଆପଣ ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ବନ୍ଧୁ ସ˚ଖ୍ୟା ବୃଦ୍ଧି ହୋଇପାରେ।

ଧନୁ: କମ୍‌ କଥା କୁହନ୍ତୁ, ଲୋକଙ୍କ ନଜରରେ ଆସିବେ। ଘରୋଇ କାମ ବିନା ବାଧାରେ ସ˚ପୂର୍ଣ୍ଣ ହେବ। କୌଣସି କାମରେ ଅନ୍ୟମାନଙ୍କର ସାହାଯ୍ୟ ମିଳିବ।

ମକର: ଆପଣଙ୍କୁ ଆନନ୍ଦଦାୟକ ଅନୁଭୂତି ମିଳିବ। ଖାସ୍‌ କାମରେ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ।

କୁମ୍ଭ: ଆପଣଙ୍କର ଶକ୍ତିର ସ୍ତର ଭଲ ରହିବ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ଜରୁରୀ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।

ମୀନ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ସବୁ କିଛି ଭଲ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଙ୍କୁ ପରିଶ୍ରମର ଉତ୍ତମ ପରିଣାମ ମିଳିବ।

Show More

Related Articles

Back to top button