Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କରୋନା

କଟକ-ବାରବାଟୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ସୁସ୍ଥ ଅଛନ୍ତି, କିନ୍ତୁ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସଙ୍ଗରୋଧରେ ରହିଛନ୍ତି ।

କଟକ-ବାରବାଟୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ସୁସ୍ଥ ଅଛନ୍ତି, କିନ୍ତୁ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସଙ୍ଗରୋଧରେ ରହିଛନ୍ତି ।

ଏହା ସହିତ ନିକଟ ଅତୀତରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ ସପ୍ତାହକ ତଳେ ବିଧାନସଭା ଅଧିବେଶନ ପୂର୍ବରୁ ଅନ୍ୟ ବିଧାୟକଙ୍କ ସହ ମୋକିମଙ୍କର ପରୀକ୍ଷା କରାଯାଇଥିଲା । ସେତେବେଳେ ସେ ନେଗେଟିଭ୍ ଚିହ୍ନଟ ହୋଇଥିଲେ ।

Show More

Related Articles

Back to top button